ଜିଲାପାଳଙ୍କୁ ଗୁହାରି ଜଣାଇବାକୁ ୫ କି.ମି. ଚାଲିଲେ ଛାତ୍ରୀ

0
111

ବାରିପଦା (ଆଦ୍ୟାଶ| ନିଉଜ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ମୁକୁନ୍ଦ ହାଇସ୍କୁଲର ଆଦିବାସୀ ହଷ୍ଟେଲ ଛାତ୍ରୀ ଜିଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ରବିବାର ୫ କିଲୋମିଟର ଚାଲିଛନ୍ତି। ସକାଳେ ହଷ୍ଟେଲର ୧୫ ଜଣ ଛାତ୍ରୀ ବାରିପଦା ଅଭିମୁଖେ ବାହାରିଥିଲେ। ସେମାନେ ୫ କିଲୋମିଟର ଯିବା ପରେ ଜିଲା ପ୍ରଶାସନ ଓ ପୋଲିସ ପହଞ୍ଚି ସେମାନଙ୍କୁ ଅଟକାଇଥିଲେ। ଏ ନେଇ ଛାତ୍ରୀମାନେ କହିଛନ୍ତି, ସେ କେବଳ ଜିଲାପାଳଙ୍କ ନିକଟରେ ନିଜ ଅଭିଯୋଗ ଜଣାଇବେ।

LEAVE A REPLY

Please enter your comment!
Please enter your name here