ଜାଭିୟର ସ୍କୁଲ ର ଫି ବୃଦ୍ଧିକୁ ନେଇ ବିକ୍ଷଭ

0
162

କେନ୍ଦୁଝର (ସଂଜୀବ ସାହୁ /ଆଦ୍ୟାଶା ନ୍ୟୁଜ) କେନ୍ଦୁଝର ଜିଲ୍ଲାରେ ଦିନକୁ ଚତୁ ଫୁଟିଲା ଭଳି ବେସରକାରୀ ବିଦ୍ୟାଳୟ ମାନ ଖୋଲି ଚାଲିଛନ୍ତି ଏବଂ ଛାତ୍ରୀ ଛାତ୍ର ମାନକଙ୍କ ଅଭିଭାବକ ମାନ କୁଂ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଲୋଭନ ଦେଖି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ରେ ନାମ ଲେଖାଇବା ପରେ ଆରମ୍ଭ ହୁଏ ଶୋଷଣ ମାତ୍ର ସରକାର ଏବଂ ଶିକ୍ଷା ବିଭାଗ ସବୁ ଜାଣି ଚୁପ୍ ହୋଇ ବସି ରୁହନ୍ତି ଏବଂ ପରୋକ୍ଷ ରେ ଦୁର୍ନୀତି କୁ ପ୍ରଶୟ ଦିଅନ୍ତି ସୂଚନା ଅନୁସାରେ ବହୁ ବେସରକାରୀ ଶିକ୍ଷା ବିଭାଗ କୁ ମୋଟା ଅଙ୍କ ର ହାତ ଗୁଞ୍ଜା ଦେଇ କରିନୀୟନ୍ତି ସ୍କୁଲ ଖୋଲିବାକୁ ଅନୁମତି ସୂଚନା ଅନୁସାରେ ବହୁ ବିଦ୍ୟାଳୟ ର ଭିତ୍ତିଭୂମି ନଥାଇ ମଧ୍ୟ ଖୋଲି ଥିବା ବେଳେ ବହୁ ବିଦ୍ୟାଳୟ ର ଏନଓ ନଥାଇ ମଧ୍ୟ ଖୋଲମ୍ ଖୋଲା ଖୋଲି ବସିଛନ୍ତି ବିଦ୍ୟାଳୟ ଏବଂ ଲୁଟି ଚାଲିଛନ୍ତି କୋଟି କୋଟି ଟଙ୍କା ସୂଚନା ଅନୁସାରେ ସବୁ ନିୟମ କାନୁନ କୁ ଆଖି ଠାର ମାରି ଚାଲିଛନ୍ତି ବହି ଗୁଡ଼ିକ ମୂଲ୍ୟ ଠାରୁ ୧୦ ଗୁଣା ରୁ ଉର୍ଦ୍ଧ ମୂଲ୍ୟ ନେଇଥିବା ମଧ୍ୟ ବହୁ ଅଭିଭାବକ ସୂଚନା ଦେଇଛନ୍ତି ସୂଚନା ଅନୁସାରେ ଜାଭିୟର ବିଦ୍ୟାଳୟରେ ଅହେତୁକ ଭାବରେ ତିୟୁସନ୍ ଫି ଏବଂ ରି ଆଡ଼ମିଶନ ଫି ବୃଦ୍ଧି ରେ ଆଜି ବହୁ ଅଭିଭାବକ ଅସୋନ୍ତୋଷ କରି ବିଦ୍ୟାଳୟରେ ବିକ୍ଷଭୋ କରିଥିବା ସୂଚନା ମିଳିଛି ସୂଚନା ଅନୁସାରେ ବହୁ ବାର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ ବୋଲି ମଧ୍ୟ ସୂଚନା ମିଳିଛି ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ବହୁ ଅଭିଭାବକ ଦାବି କରିଛନ୍ତି

LEAVE A REPLY

Please enter your comment!
Please enter your name here