ଜନ କଲ୍ୟାଣ ଟ୍ରଷ୍ଟ ଓ ଆଦ୍ୟାଶା ନ୍ୟୁଜ ପକ୍ଷ ରୁ ହୋଲି ଉତ୍ସବ ବିଦ୍ୟା ସାଗର ଏକାଡେ଼ମୀ ସହଯୋଗ ରେ ମହା ଧୂମ ଧାମ ରେ ପାଳିତ

0
111

ବରଗଡ଼ ( ସରୋଜ କୁମାର ନାୟକ ) -ବରଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜନ କଲ୍ୟାଣ ଟ୍ରଷ୍ଟ ଓ ଆଦ୍ୟାଶା ନ୍ୟୁଜ ପକ୍ଷ ରୁ ହୋଲି ଉତ୍ସବ ବିଦ୍ୟା ସାଗର ଏକାଡେ଼ମୀ ସହଯୋଗ ରେ ମହା ଧୂମ ଧାମ ରେ ପାଳିତ ହୋଇ ଯାଇଛି | ବିଦ୍ୟା ସାଗର ଏକାଡେ଼ମୀ ର ଅଧକ୍ଷ ଓ କର୍ମଚାରୀ ଙ୍କ ସହିତ ଛାତ୍ର ଛାତ୍ରୀ ମାନେ ହୋଲି କୁ ଉତ୍ସାହ ର ସହ ପାଳନ କରି ଥିଲେ |
ଆମ ପଶ୍ଚିମ ଓଡିଶା ସଂଯୋଜକ ଶ୍ରୀ ମୁକୁନ୍ଦ ଦାଶ ଙ୍କ ସଂଯୋଜନା ରେ ହୋଇଥିବା ଏହି ଉତ୍ସବ ରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ,ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ,ବିଜେପି ଜିଲ୍ଲା ସଭାପତି ଶ୍ରୀ ସୁରେଶ୍ୱର ଶତପଥୀ , ବିଦ୍ୟା ସାଗର ଏକାଡେ଼ମୀ ର ଅଧକ୍ଷ , ସମାଜସେବୀ ତଥା ପର ” ର
ଅଧକ୍ଷ ଶ୍ରୀ ଟୁକୁ ମିଶ୍ର ,ବିଜେପି ବରିଷ୍ଠ ନେତା ଶ୍ରୀ ରାମକୃଷ୍ଣ ପୁରହିତ ଓ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here