ଛେଣ୍ଡିପଦା ରୁ ‘ଭୋଟର ଭଏସ’

0
122

ଛେଣ୍ଡିପଦା (ବ୍ୟୁରୋ): ଆଦ୍ୟାଶା ନ୍ୟୁଜ ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମ ‘ଭୋଟର ଭଏସ’ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମ କୁ ଆମ ପ୍ରତିନିଧି ରଂଜିତ ନାୟକ ଯାଇ ଜନସାଧାରଣ ତଥା ରାଜନୈତିକ ଦଳ ଗୁଡିକ ର କର୍ମକର୍ତା ଙ୍କ ମତାମତ ନେଇ ଥିଲେ ।ଅଧିକାଂଶ ସ୍ଥାନ ରେ ପରିବର୍ତନ ଚାହୁଁ ଥିଲା ବେଳେ କିଛି ଜାଗା ରେ ନବୀନ ବାବୁ ଙ୍କ ନେତୃତ୍ଵା କୁ ମଧ୍ୟ ସମର୍ଥନ ଜାରି ଥିବାର ଦେଖି ବାକୁ ମିଳି ଥିଲା ।

LEAVE A REPLY

Please enter your comment!
Please enter your name here