ଚାଞ୍ଚଲ୍ୟ ; ବ୍ୟାଙ୍କ୍‌ କାନ୍ଥ ଭାଙ୍ଗି ଲୁଟ୍ ଉଦ୍ୟମ

0
110

ମୟୂରଭଞ୍ଜ: ବ୍ୟାଙ୍କ୍‌ କାନ୍ଥ ଭାଙ୍ଗି ଲୁଟ୍ ଉଦ୍ୟମ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ୟୁକୋ ବ୍ୟାଙ୍କ୍‌ର କାନ୍ଥ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି। ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଳତାଡ଼ କରୁଛି। ମିଳିଥିବା ସୂଚନା ଅନୁଯାୟୀ ବ୍ୟାଙ୍କ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବି ଲୁଟେରା ନଷ୍ଟ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here