ଚମ୍ପୁଆ କଂଗ୍ରେସ ପ୍ରାର୍ଥୀ ଙ୍କ ଗାଡିରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ

0
206

କେନ୍ଦୁଝର  – କେନ୍ଦୁଝର ଜିଲ୍ଲା ଶଙ୍କର ପୁର ନିକଟରୁ ଆଜି ଚମ୍ପୁଆ ପୋଲିସ ଗାଡି ଯାଞ୍ଚ କରିବା ସମୟରେ କଂଗ୍ରେସ ବିଧାୟକ ଯଦୁମଣି ବାରିକ୍ ଙ୍କ ଗାଡି ରୁ  ଏହି ଅର୍ଥ ଜବତ କରିଛି ପୋଲିସ।  ଏହି ବିଷୟରେ କଂଗ୍ରେସ ବିଧାୟକ ଙ୍କ ସୂତ୍ର ରୁ ସୂଚନା ମିଳୁଛି କି ସେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିଲେ ଏବଂ ଏହି ଅର୍ଥ କିଏ ରଖିଲା କଣ ପାଇଁ ରଖିଲା ସେମାନେ ଜାଣି ନାହାନ୍ତି ମାତ୍ର ପୋଲିସ ଏହାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here