ଘର ଭିତରୁ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

0
112

ଗଂଜାମ : ଘର ଭିତରେ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଂଜାମ ବୁଗୁଡ଼ା ବ୍ଲକ୍‌ ଭଗବାନପୁର ଗାଁର ପ୍ରଫୁଲ ସାହୁଙ୍କ ଘରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ଅହିରାଜ। ସାପଟି ପ୍ରଫୁଲଙ୍କ ଘର ଆଟୁରେ ଚଢୁଥିବା ଦେଖି ଘର ଲୋକେ ସ୍ନେକ୍ ହେଲ୍‌ପଲାଇନ୍‌କୁ ଖବର ଦେଇଥିଲେ। ତେବେ ସାପଟିକୁ ଧରିବାକୁ ପ୍ରାୟ ଅଧଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଥିଲା।

ଉଦ୍ଧାର ପରେ ଅହିରାଜକୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here