ଗୁରୁଜୀ ଓ ଗୁରୁମା ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
112

ଭେଡେନ ( ଭବାନୀ ଶଙ୍କର ପାଢୀ / ଆଦ୍ୟାଶା ନ୍ୟୁଜ) – ଭେଡେନ ବ୍ଲକ ଡାଲବ ପଞ୍ଚାୟତ ଖୁଣ୍ଟୁଣୀପାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗତ ୧.୪.୧୯ ରୁ୪. ୪.୨. ୧୯ ପର୍ଯ୍ୟନ୍ତ ଗୁରୁଜୀ ଓ ଗୁରୁମା ଙ୍କ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ଅନ୍ତିମ ଦିବସ ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଡକ୍ଟର ବିବେକାନନ୍ଦ ପଣ୍ଡା, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ କ୍ଷେତ୍ରୀୟ ସଂଯୋଜକ ସଂକୁଲ ପ୍ରମୁଖ ଅଶ୍ୱିନୀ କୁମାର ଦାଶ ଯୋଗଦାନ କରିଥିବା ବେଳେ , ୯ ଟି ବିଦ୍ୟାଳୟ ର ୧୧୮ ଗୁରୁଜୀ, ଗୁରୁମା ପ୍ରଶିକ୍ଷଣ ନେଇଥିଲେ । ଶେଷ ରେ ପରିଚାଳନା କମିଟି ର ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଦେଇ ଥିଲେ ।

 

LEAVE A REPLY

Please enter your comment!
Please enter your name here