ଗାନ୍ଧୀ ପବ୍ଲିକ ସ୍କୂଲ ର ଚତୁର୍ଥ ତମ ପ୍ରତିଷ୍ଠା ଦିବସ

0
108

ବରଗଡ଼ : (ମୁକୁନ୍ଦ ଦାଶ /ଆଦ୍ୟାଶା ନ୍ୟୁଜ) – ବରଗଡ଼ ର ଅଗ୍ରଣୀ ଘରୋଇ ବିଦ୍ୟାଳୟ ଗାନ୍ଧୀ ପବ୍ଲିକ ସ୍କୂଲ ର ଚତୁର୍ଥ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ଗାନ୍ଧୀ ପବ୍ଲିକ ସ୍କୂଲ ର ଅଧ୍ୟକ୍ଷ ସଞ୍ଜୟ କୁମାର ପତି ସଭାପତିତ୍ୱ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ବିଶିଷ୍ଟ ଶିକ୍ଷାବିତ ତଥା ସାମାଜିକ କର୍ମୀ ହିମାଂଶୁ ଶେଖର ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟ ରେ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇ ଥିଲେ |
ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇ ଥିଲା |

LEAVE A REPLY

Please enter your comment!
Please enter your name here