ଗଛ କୁ ପିଟିଲା କାର ଜଣେ ମୃତ

0
158

କେନ୍ଦୁଝର (ସଂଜୀବ ସାହୁ) –  କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି | ସଚେତନତା ର ଅଭାବ୍ ଟ୍ରାଫିକ ସମସ୍ୟା ଯୋଗୁଁ ପ୍ରତିଦିନ ଅକାଳ ରେ ବହୁ ଜୀବନ ଝରୀ ପଡୁଛି | ଏହିପରି  କେନ୍ଦୁଝର ଜିଲ୍ଲା ର ଘଟଗାଁ ବ୍ଲକ ଅନ୍ତର୍ଗତ କୁସୁନ ପୁର ଗ୍ରାମର ନିକଟରେ ଓଡ଼ି ୦୨୫୪୨୦ କାର ଟି ଦୃ ଗତି ରେ ଆସି ଏକ ଗଛ ରେ ପିଟି ହେବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଚୁର ମାର ହୋଇଯାଇ ଥିବା ବେଳେ ଘଟଗାଁ ର ବିକ୍ରମ କେଶରୀ ଜେନା ଙ୍କ ବଡ଼ ପୁଅ ଅମ୍ଳାନ ଅଂଶୁମାନ ଜେନା ( ୩୫ ) ବର୍ଷ ଙ୍କ ମୃତୁ ହୋଇଯାଇଛି ସେ ଜଣେ ବିଜେଡ଼ିି ଦଳ ର ସଦସ୍ୟ ବୋଲି ସୂଚନା ମିଳିଛି ପୋଲିସ ଗାଡ଼ିକୁ ଜବତ କରିବା ସହିତ ଏହାର ତଦନ୍ତ କରୁଥିବା ଜଣା ପଡ଼ିଛି |

LEAVE A REPLY

Please enter your comment!
Please enter your name here