କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ରେ ତ୍ରୀମୁଖି ଲଢେଇ

0
119

କେନ୍ଦୁଝର (ସଂଜୀବ ସାହୁ /ଆଦ୍ୟାଶା ନ୍ୟୁଜ) :- ନିର୍ବାଚନ ଯେତିକି ନିକଟତର ହେଉଛି ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାକୁ ଲାଗିଛି | ସୂଚନା ଅନୁସାରେ ବିଜେଡ଼ି ଦଳରୁ ମାଧବ ସର୍ଦ୍ଦାର ,ବିଜେପି ଦଳରୁ ମୋହନ ମାଝୀ, କଂଗ୍ରେସ ଦଳରୁ ବିଦ୍ୟାଧର ଦେହୁରୀ ପ୍ରମୁଖ ବିଧାୟକ ପାଇଁଁ ଟିକେଟ ପାଇଛନ୍ତି | ବିଜେପି ନବୀନସରକାର ଙ୍କ ଦୁର୍ନୀତି ,ଚିଟଫଣ୍ଡ ସମ୍ପୃତି , ବେକାରୀ ସମସ୍ୟା ବୃଦ୍ଧି କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି କହୁ ଥିବା ବେଳେ ,ବିଜେଡି ନବୀନ ସରକାର ଙ୍କ ଜନକଲ୍ୟଣ ଯୋଜନା ବିକାଶ କୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ସୂଚନା ମିଳିଛି | ସେହି ପରି ଭାବରେ କଂଗ୍ରେସ ଦଳ ବିଜେଡ଼ି ସରକାର ର ଦୁର୍ନୀତି , ବେକାରୀ ସମସ୍ୟା ବୃଦ୍ଧି କୃଷକ ମାରଣ ନୀତି କୁ ନେଇ ନିର୍ବାଚନ ମଇଦାନ କୁ ଓହ୍ଲାଇବ ବୋଲି ସୂଚନା ମିଳିଛି|

LEAVE A REPLY

Please enter your comment!
Please enter your name here