କେନ୍ଦୁଝର ଜିଲ୍ଲା ରେ ବିଶ୍ଵ ପଖାଳ ଦିବସ

0
118

କେନ୍ଦୁଝର (ସଂଜୀବ ସାହୁ / ଆଦ୍ୟାଶା ନ୍ୟୁଜ) – ପଖାଳ କୁ ବିଶ୍ଵସ୍ଥର ରେ ଆଦ୍ରୁତ୍ ପାଇଁ ମାର୍ଚ୍ଚ ୨୦ ତାରିଖ କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି ଏହି ଦିବସକୁ ବହୁସ୍ଥାନ ରେ ବିଭିନ୍ନ ଢଙ୍ଗ ରେ ପାଳନ କରାଯାଇଥିବା ବେଳେ ଗ୍ରାମାଞ୍ଚଳ ରେ ବହୁଗରିବ ଲୋକ ଏହି ପଖାଳ ଖାଇବା ଦୃଶ୍ୟ ଅତି ନିଆରା ଦାରିଦ୍ର୍ୟ ର କଷା ଘାତ୍ ଯୋଗୁଁ ଏବେବି ବହୁ ଗରିବ ଦିନରେ ଦୁଇ ଓଳି ପେଟ ପୁରା ଖାଇବାକୁ ପାଉ ନାହାଁନ୍ତି ଏବଂ ଅଳ୍ପ ଭାତ୍ ରେ ପାନି ଢାଳି ପ୍ରତିଦିନ ପଖାଳ ଖାଉଥିବା ଦେଖିବାକୁ ମିଳୁଛି ମାତ୍ର ବଡ଼ ବଡିଆ ମାନେ କେବଳ ପଖାଳ ଦିବସ ଆସିଲେ ପଖାଳ ଖାଇବା ଦେଖାଯାଏ ବୋଲି ବହୁ ବୁଦ୍ଧିଜୀବୀ କୁହନ୍ତି ପଖାଳ ଦିବସରେ ବିଭିନ୍ନ ରକମ ରବ୍ୟଞନ ସହ ପଖାଳ ଖାଉଥିବା ବେଳେ ଗରିବ ନିତି ଦିନ ବିନା ବ୍ୟଞ୍ଜନ ରେ ପଖାଳ ଖାଉଛି ଦେଖିବାକୁ ରହିଲା କେବେ ଦାରିଦ୍ର୍ୟ ଦୂର ହେବ ଏବଂ ଦରି ଦ୍ର ମଧ୍ୟ ସମସ୍ତ ଙ୍କ ଭଳି ପଖାଳ ଖାଇବ |

LEAVE A REPLY

Please enter your comment!
Please enter your name here