କଂଗ୍ରେସ ନେତାଙ୍କ ହତ୍ୟା ମାମଲା ରେ ୪ ଗିରଫ

0
167

କେନ୍ଦୁଝର- (ସଂଜୀବ ସାହୁ //ଆଦ୍ୟାଶା ନ୍ୟୁଜ) -କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ର ଧୋକୋଟା ବଜାର ନିକଟରେ ରହୁ ଥିବା କଂଗ୍ରେସ ର ରାମଚନ୍ଦ୍ର ବେହେରା ଙ୍କୁ ହତ୍ୟା କରିବା ମାମଲା ରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି |ସେଥିମଧ୍ୟରୁ ୨ ଜଣ ମନ୍ତ୍ରୀ ବଦ୍ରି ପାତ୍ର ଙ୍କ ଲୋକ ବୋଲି ଜଣା ପଡିଛି ଏବଂ ଏହି ୨ ଜଣ ମଧ୍ୟ ବିଜେଡ଼ି ର କେନ୍ଦୁଝର ଜିଲ୍ଲା ପରିଷଦ ସଭ୍ୟ ଙ୍କ ସ୍ବାମୀ ଙ୍କ ଭାଇ ବୋଲି ଜଣା ପଡିଛି ଓ ପୋଲିସ ସବିଶେଷ ତଥ୍ୟ ଦେବାକୁ ମନା କରିଛି ।

LEAVE A REPLY

Please enter your comment!
Please enter your name here