ଓଡ଼ିଶାରେ ବିଜେଡିକୁ ବଡ଼ ଧକ୍କା : ଏଥର ସର୍ବାଧିକ ୧୧ଟି ଆସନରେ ଜିତିବା ସମ୍ଭାବନା !!!

0
87

ଭୁବନେଶ୍ୱର :  ରିପବ୍ଲିକ୍ ସି-ଭୋଟର ଏକ୍‌ଜିଟ୍ ପୋଲ ସର୍ଭେ ଅନୁସାରେ ବିଜେଡି ଗତଥର ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ସର୍ବାଧିକ ୧୧ଟି ଆସନରେ ଜିତିବା ସମ୍ଭାବନା ରହିଛି।

ତେବେ ବିଜେପି ବୃହତ ସଫଳତା ହାସଲ କରିବ। ଦଳ ୧୦ଟି ଲୋକସଭା ଆସନରେ ଜିତିବା ପୂର୍ବାନୁମାନ କରାଯାଇଛି।  କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡିବ। ୨୦୧୪ ଭଳି ଏଥର ମଧ୍ୟ ଦଳ ରାଜ୍ୟରେ ଖାତା ଖୋଲିପାରିବ ନାହିଁ ବୋଲି ରିପବ୍ଲିକ୍ ଟିଭି- ସି-ଭୋଟର ଏକ୍‌ଡିଟ୍ ପୋଲ ଆକଳନରୁ ସ୍ପଷ୍ଟ ହେଉଛି।

LEAVE A REPLY

Please enter your comment!
Please enter your name here