ଏପ୍ରିଲ ୧୮ରୁ ଖରା ଛୁଟି

0
100

ଭୁବନେଶ୍ୱର (ଆଦ୍ୟାଶ| ନିଉଜ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୧୮ ତାରିଖରୁ ଖରା ଛୁଟି ଘୋଷଣା କରିଛନ୍ତି।ଏପ୍ରିଲ ୧୮ରୁ ସମସ୍ତ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଆଜି ଏହି ସୂଚନା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here