ଅବ୍ୟବସ୍ଥା ଘେରରେ ସହର ଯୋଜନା ଶାଖା କାର୍ଯ୍ୟାଳୟ

0
35
ସରକାର ସହରୀକରଣ କୁ ଗୁରୁତ୍ଵ ଦେଇ ସହର ରେ ଗୃହ ନିର୍ମାଣ ପାଇଁ ସହର ଯୋଜନା ଶାଖା କାର୍ଯ୍ୟାଳୟ ଖୋଲିଛନ୍ତି ମାତ୍ର କାର୍ଯ୍ୟାଳୟ ରେ ଦୀର୍ଘ ଦିନରୁ ଅଫିସର ନଥିବାରୁ ଏହି ଅଫିସ ଅଚଳ ଅବସ୍ଥାରେ ରହିଛି ତହସିଲ କାର୍ଯ୍ୟାଳୟ ରେ ଜମି କିସମ ପରିବର୍ତ୍ତନ ପାଇଁ ତଥା ଘର ବାରି ପାଇଁ ବହୁ ହିତାଧିକାରୀ ଆବେଦନ କରିଛନ୍ତି ତହସିଲ କାର୍ଯ୍ୟାଳୟ ତରଫ ରୁଆବେଦନ ଗୁଡ଼ିକୁ ଟାଉନପ୍ଲା ନିଂ  ଅଫିସ କୁ ମଞ୍ଜୁରୀ  ପାଇଁ ପଠାଯାଉଛି ମାତ୍ର ଅଫିସର ନଥିବାରୁ ମଞ୍ଜୁରୀ ନେଇ ସହ ସହ ଫାଇଲ ପଡ଼ିରହିଛି ଅଫିସ ରେ ଫଳରେ ଲୋକମାନେ ଘର ଖଣ୍ଡେ କରିନପାରି ଦୟନୀୟ ଅବସ୍ଥାରେ ରହୁଛନ୍ତି ସୂଚନା ଅନୁସାରେ ବହୁ ଗରିବ ଲୋକ ଜମି କିସମ ପରିବର୍ତ୍ତନ କରି ନପାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁ ପକା ଘର ଯୋଜନାରୁ ବଞ୍ଚିତ ହେଉଛନ୍ତି ସୂଚନା ଅନୁସାରେ ଏହି କାର୍ଯ୍ୟାଳୟ ଉପରେ କେନ୍ଦୁଝର ଚମ୍ପୁଆ ବଡ଼ବିଲ ଯୋଡ଼ା ଆନନ୍ଦପୁର ପାଟଣା ତହସିଲ ଅଧୀନ ର ଲୋକ ମାନେ ନିର୍ଭର କରୁଛନ୍ତି
ବହୁ ଦୂରଦୂରାନତରୁ ରୁ ଲୋକ ମାନେ ପ୍ରତିଦିନ ଏହି କାର୍ଯ୍ୟାଳୟ ରୁ ନିରାଶ ହୋଇ ଫେରିଛନ୍ତି ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉ

LEAVE A REPLY

Please enter your comment!
Please enter your name here